Deshduniyakhabar24 : ଆଜି ଏପରି ଏକ ଖୁସୀ ଖବର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା DNK ପାଖ B B ଗୁଡାରେ ବାଜା ବାଜୁଛି, ନାଚ ବି ଚାଲିଛି, ଭଜିରେ ଲାଗିଛି ଭିଡ଼, ଓ ହଁ ଏହି ବିବାହ ଘର ବନ୍ଧୁ ବାନ୍ଦବ ବି ନିମନ୍ତ୍ରଣ ହେଇଛନ୍ତି ଯିଏ ଆସୁଛି ବର କନ୍ୟାକୁ ଦେଖି ଉପହାର ସହ ଆଶୀର୍ବାଦ ବି ଦେଉଛନ୍ତି କନ୍ୟା ଆଖିରୁ ଲୁହ ବି ଗଡୁଛି କାନ୍ଦି କାନ୍ଦି କନ୍ୟା ଆଜି କହୁଛି ମୋ ବାପା ତୁମେ ମୋ ମା ତୁମେ ଆଜି ମୋତେ ତୁମ ଠାରୁ ଅଲଗା କରିଦେଲ ବାପା ମୁଁ ଅନାଥ ଥିଲି ମୋର ଏ ଦୁନିଆ ଆଉ କିଏ ନାହାନ୍ତି ଏପରି ଅନୁଭବ ମୋ ଜୀବନ ରେ ଆସିବା କୁ ଦେଲ ନାହିଁ ମୋ ମାଆ ମୋତେ ଜନ୍ମ କରି ଦେଲା ସତ୍ୟ ମୋ ଆଉ ନାହିଁ ଏହା ମୁଁ ଜାଣି ପାରୁ ନ ଥିଲି କାହିଁକି ନା ମୋ କମଳ ଦେହ ରେ ଚାଦର ପରି ତୁମେ ହେଲ ମା ମୋତେ ତୁମେ ପିଲାଟି ଦିନ ରୁ ନିଜ ପାଖରେ ରଖିଲ ପାଠ ପଠାଇ ମୋତେ ମଣିଷ କରିଦେଲ ଆଜି ମୋ ବୟସ ହେଇଗଲା ବୋଲି ଘରରୁ ବିଦାୟ କରିଦେଲେ ତ ପଣତ କାନି ରେ ମୁଁ ରହୁଥିଲି ମା ମୁଁ ମୋ ବାପା ପାଖରୁ ଦୂରେଇ ଯିବି ଆଜି ମୋ ଜୀବନ ରେ କଷ୍ଟ ଲାଗୁଚି ବାପା ମୁଁ ତୁମ ହାତ ଦରି ଚାଲିବା ଶିଖିଲି ମୋ ଆବଶ୍ୟକ ଜାଣି ମୋତେ ସବୁ ଆଣି ଦେଉଥିଲ ଆଜି ମୁଁ ମୋ ବୟସ କୁ କହୁଛି କାହିଁକି ତୁ ବଡ଼ ଝିଅ ହେଲୁ ମୁଁ ଆଜି ମୋ ମନରେ ଗୋଟିଏ ପ୍ରଶ୍ନ ସୃଷ୍ଟି ହେଉଛି ଏ ବିଧିର ବିଧାନ ଉପରେ ଝିଅ ଜନମ ପର ଘରକୁ ବାପା ମୁଁ ତ ତୁମ ଋଣ ସୁଝି ପାରିବି ନାହିଁ ତୁମ ଠାରେ ଚିର ଋଣୀ, ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି ଆଉ ଅନ୍ୟ ପାଇଁ ଏକ ଉଦାହରଣ ସାଜିଛନ୍ତି ସମାଜସେବୀ ଜଣକ, ଯିଏ ଭି ଭୋଜିରେ ଆସିଛି କିମ୍ବା ଦେଖୁଚି ସମସ୍ତେ ପ୍ରଶଂସାରେ ପତି ପକାଉଛନ୍ତି l
ଜୟପୁରରୁ ଦେବଦତ୍ତ ପାଣିଙ୍କ ରିପୋର୍ଟ ଦେଶ ଦୁନିଆ ଖବର 24
Post a Comment