ଦେଶଦୁନିଆ ଖବର24 : ଆଜି ଢେଙ୍କାନାଳ ସ୍ଥିତ ଲାଉଲଇ " ପ୍ରିୟ" କାର୍ଯ୍ୟାଳୟ ଠାରେ ବିଶ୍ଵ ଫିଜିଓଥେରାପି ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯକ୍ରମ ରେ ମୂଖ୍ୟ ଅତିଥି ଭାବେ ପ୍ରିୟ ର ନିର୍ଦେଶକ ଟଙ୍କଧର ବାରିକ ଯୋଗଦେଇ ବିଶ୍ଵ ଭୌତିକ ଚିକିତ୍ସା ବିଷୟରେ ବୁଝାଇ କହିଥିଲେ। ଫିଜିଓଥେରାପିଷ୍ଟ ନିବେଦିତା ନାୟକ, ସାହିଲ୍ ଆଫ୍ରିଡ୍, ସତ୍ୟପ୍ରକାଶ ନାୟକ ଯୋଗଦେଇ କାର୍ଯ୍ୟକ୍ରମ ଟିକୁ ଉଦ୍ଘାଟନ କରିଥିଲେ। ଡ଼ା ନିବେଦିତା ନାୟକ ମସ୍ତିଷ୍କ ପକ୍ଷଘାତ ଓ ମାନସିକ ଅନଗ୍ରସର ଶିଶୁ ମାନଙ୍କର ସୁରକ୍ଷା ଓ ଅଗ୍ରଗତି ସମ୍ବନ୍ଧରେ ବୁଝାଇ କହିଥିଲେ। ସମସ୍ତ ଭିନ୍ନକ୍ଷମ ପିଲାମାନଙ୍କ ଫିଜିଓଥେରାପି ସେବା ଦିଆଯାଇଥିଲା ।ସମସ୍ତଙ୍କୁ ଫଳ ବଣ୍ଟନ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ "ପ୍ରିୟ" ର ସମସ୍ତ କର୍ମକର୍ତ୍ତା ଇଲନ ପ୍ରଭା ସେନାପତି, ଅନ୍ନପୂର୍ଣା ଧଳ, ସୋନାଲି ଧଳ, ଲକ୍ଷ୍ମୀପ୍ରିୟା ନାୟକ,ରବୀନ୍ଦ୍ର କୁମାର ସାମଲ, ପର୍ଶୁରାମ ଦାସ, ପ୍ରକାଶ ସାମଲ ଯୋଗଦେଇ କାର୍ଯ୍ୟକ୍ରମ ଟିକୁ ସଫଳ କରିଥିଲେ।

Post a Comment